or_tn_old/mat/07/28.md

1.2 KiB

General Information:

ଏହି ପଦ ଗୁଡିକ ବର୍ଣ୍ଣନା କରେ ଯେ କିପରି ବହୁସଂଖ୍ୟକ ଲୋକମାନେ ଯୀଶୁଙ୍କ ପାର୍ବତ୍ୟ ଉପଦେଶ ଶିକ୍ଷାରେ ପ୍ରତିକ୍ରିୟା କଲେ I (ଦେଖ: rc://*/ta/man/translate/writing-endofstory)

It came about that when

ଏହି ବାକ୍ୟଖଣ୍ଡ ଯୀଶୁଙ୍କଠାରୁ ଆଗାମୀ ଶିକ୍ଷା କୁ ସ୍ଥାନାନ୍ତରୀତ ହୁଏ, ଅନ୍ୟ ଏକ ଅନୁବାଦରେ: “କେବେ” କିମ୍ବା “ପରେ”

were astonished by his teaching

ଏହା ୭:୨୯ ପଦରେ ସ୍ପଷ୍ଟ ଅଟେ ଯେ ସେମାନେ କେବଳ ଯୀଶୁଙ୍କ ଶିକ୍ଷାରେ ଆଚମ୍ବିତ ହେଲେ ତାହା ନୁହେ ମାତ୍ର ଯେଉଁ ମାଧ୍ୟମରେ ସେ ଶିକ୍ଷା ଦେଲେ ସେଥିରେ ଆଶ୍ଚର୍ଯ୍ୟ ହେଲେ I ଅନ୍ୟ ଏକ ଅନୁବାଦରେ: “ଲୋକସମୁହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ବିତ ହେଲେ”