or_tn_old/mat/07/26.md

967 B

Connecting Statement:

ଏହା ଯୀଶୁଙ୍କ ପାର୍ବତ୍ୟ ଉପଦେଶର ସମାପ୍ତି ଅଟେ, ଯାହା [ମାଥିଉ ୫:୩] (../05/03.Md)ରେ ଆରମ୍ଭ ହୋଇଥିଲା I

like a foolish man who built his house upon the sand

ଯୀଶୁ ପୂର୍ବ ପଦରୁ ଉପମା କହିବା ଜାରି ରଖିଛନ୍ତି I ସେ ମୁର୍ଖ ଗୃହ ନିର୍ମାଣକାରୀମାନଙ୍କ ସହିତ ତୁଳନା କରନ୍ତି ଯେଉଁମାନେ ତାହାଙ୍କ ବାକ୍ୟ ପାଳନ କରନ୍ତି ନାହି I କେବଳ ଜଣେ ମୁର୍ଖ ବାଲୁକା ଉପରେ ଗୃହ ନିର୍ମାଣ କରେ, ବୃଷ୍ଟି ହେଲା, ବଢି ଆସିଲା ଓ ବତାସ ବହିଲା ଓ ସେହି ଘରକୁ ଧକକା ମାରିଲା I (ଦେଖ: rc://*/ta/man/translate/figs-simile)