or_tn_old/mat/07/22.md

1.9 KiB
Raw Permalink Blame History

in that day

ଯୀଶୁ କହିଲେ “ସେହି ଦିନ” ତାହାଙ୍କ ଶ୍ରୋତାମାନେ ବୁଝି ପାରିବେ ଜାଣିପାରି ଯେ ସେ ବିଚାରର ଦିନ ବିଷୟରେ ସଚାଉ ଥିଲେ I ତୁମେ “ବିଚାର ଦିନ” ସମ୍ପୃକ୍ତ କରିବା ଉଚିତ କେବଳ ଯଦି ତୁମର ଶ୍ରୋତାମାନେ ବୁଝିପାରିବେ ନାହିଁ I (ଦେଖ: rc://*/ta/man/translate/figs-explicit)

did we not prophesy ... drive out demons ... do many mighty deeds?

ଲୋକମାନେ ପ୍ରଶ୍ନ ମାଧ୍ୟମରେ ଗୁରୁତ୍ବାରୋପ କରୁଛନ୍ତି ଯେ ସେମାନେ ସେହିସବୁ କରିଛନ୍ତି I ଅନ୍ୟ ଏକ ଅନୁବାଦରେ: ଆମେମାନେ ଭାବବାଣୀ କହିଲୁ … ଆମେମାନେ ଭୁତ ଛଡାଇଲୁ… ଅନେକ ଶକ୍ତିର କାର୍ଯ୍ୟ କଲୁ I (ଦେଖ: rc://*/ta/man/translate/figs-rquestion)

we

ଏହି “ଆମେମାନେ” ଯୀଶୁଙ୍କୁ ସମ୍ପୃକ୍ତ କରେନାହିଁ I (ଦେଖ: rc://*/ta/man/translate/figs-exclusive)

in your name

ସାମ୍ଭାବିତ ଅର୍ଥଗୁଡିକ ୧) “ତୁମ୍ଭ ଅଧିକାରରେ” କିମ୍ବା “ତୁମ୍ଭ ଶକ୍ତିରେ” କିମ୍ବା ) “ଯେପରି ତୁମ୍ଭେ ଆମ୍ଭମାନଙ୍କୁ କରିବାକୁ ଚାହୁଁଥିଲ ଆମ୍ଭେମାନେ ସେପରି କରିଅଛୁ” କିମ୍ବା ୩) “ଯେହେତୁ ଆମ୍ଭେମାନେ ଏହା କରିବା ନିମନ୍ତେ ତୁମଠାରୁ ଶକ୍ତି ମାଗିଲୁ” (ଦେଖ: rc://*/ta/man/translate/figs-metonymy)

mighty deeds

ଆଶ୍ଚର୍ଯ୍ୟକର୍ମ ଗୁଡିକ