or_tn_old/mat/07/21.md

1.1 KiB

will enter into the kingdom of heaven

ଏଠାରେ “ସ୍ବର୍ଗ ରାଜ୍ୟ” ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୋଇଅଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମର ଅନୁବାଦ ରେ ରଖ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହିତ ସ୍ବର୍ଗରେ ବାସ କରିବ ଯେତେବେଳେ ସେ ଆପଣାକୁ ରାଜା ହେବା ଦେଖାଇବେ” (ଦେଖ: rc://*/ta/man/translate/figs-metonymy)

those who do the will of my Father who is in heaven

ମାତ୍ର ଯେ ମୋହର ସ୍ବର୍ଗସ୍ଥ ପିତାଙ୍କ ଇଛା ସାଧନ କରେ

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)