or_tn_old/mat/07/20.md

652 B

you will recognize them by their fruits

“ସେମାନଙ୍କ” ଶବ୍ଦ ଭାବବାଦୀ କିମ୍ବା ଗଚ୍ଛକୁ ବୁଝାଏ I ଏହି ରୁପକ ସୁଚିତ କରେ ଯେ ଗଛର ଫଳ ଓ ଭାବବାଦୀମାନଙ୍କ କାର୍ଯ୍ୟ ଉଭୟ ପ୍ରକାଶ କରେ ସେମାନେ ଉତ୍ତମ ନା ଭଣ୍ଡ ଅଟନ୍ତି I ଯଦି ସମ୍ଭବ ହୁଏ, ଏପରି ଅନୁବାଦ କର ଯେପରି ଏହା ଉଭୟ ଗଚ୍ଛ ଓ ଭାବବାଦୀକୁ ବୁଝାଇବ I (ଦେଖ: rc://*/ta/man/translate/figs-metaphor)