or_tn_old/mat/07/19.md

1.0 KiB

Every tree that does not produce good fruit is cut down and thrown into the fire

ଯୀଶୁ ଭଣ୍ଡ ଭାବବାଦୀ ବିଷୟରେ ବୁଝାଇବା ନିମନ୍ତେ ରୁପକ ସଦୃଶ ଫଳ ଗଚ୍ଛକୁ ବ୍ୟବହାର କରିବା ନିମନ୍ତେ ଜାରି ରଖିଛନ୍ତି I ଏଠାରେ, ସେ ମନ୍ଦ ଗଛ ପ୍ରତି କଣ ଘଟିବ ସେହି ବିଷୟ କୁହନ୍ତି I ଏହା ସୁଚାଇ ଦିଏ ଯେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି ସେହି ପ୍ରକାରେ ଘଟିବ I (ଦେଖ: rc://*/ta/man/translate/figs-metaphor)

is cut down and thrown into the fire

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ:” ଲୋକମାନେ ହାଣି ପକାନ୍ତି ଓ ଜାଳନ୍ତି (ଦେଖ: rc://*/ta/man/translate/figs-activepassive)