or_tn_old/mat/07/15.md

587 B

Beware of

ସାବଧାନ ହୋଇଥାଅ

who come to you in sheep's clothing but are truly ravenous wolves

ଏହି ରୁପକର ଅର୍ଥ ଯେ ଭଣ୍ଡ ଭାବବାଦୀମାନେ ଛଳନା କରିବେ ଯେ ସେମାନେ ଉତ୍ତମ ଓ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ସେମାନେ ପ୍ରକୃତରେ ମନ୍ଦ ଓ ଲୋକମାନଙ୍କ କ୍ଷତି କରିବେ I (ଦେଖ: rc://*/ta/man/translate/figs-metaphor)