or_tn_old/mat/07/11.md

1.2 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମର” ସମସ୍ତ ବ୍ୟବହାର ବହୁବାଚକ ଅଟନ୍ତି (ଦେଖ: rc://*/ta/man/translate/figs-you)

how much more will your Father in heaven give ... him?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ ତୁମ୍ଭମାନଙ୍କ ସ୍ବର୍ଗସ୍ଥ ପିତା କେତେ ଅଧିକ ରୁପେ ଉତ୍ତମ ବିଷୟ ଦେବେ …ତାହାଙ୍କୁ I” (ଦେଖ: rc://*/ta/man/translate/figs-rquestion)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)