or_tn_old/mat/07/10.md

919 B

fish ... snake

ବିଶେଷ୍ୟ ଗୁଡିକ ଆକ୍ଷରିକ ଅନୁବାଦ ହେବା ଉଚିତ I

Or if he asks for a fish, will give him a snake?

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଆଉ ଏକ ପ୍ରଶ୍ନ ପଚାରନ୍ତି I ଏହା ବୁଝା ପଡୁଛି ଯେ ଯୀଶୁ ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଓ ତାହାର ପୁଅ ବିଷୟରେ ଶିକ୍ଷା ଦେଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆଉ ତୁମମାନଙ୍କ ମଧ୍ୟରୁ କିଏ ଏପରି ଲୋକ ଅଛି, ଯଦି ତାହାର ପୁଅ ମାଛ ମାଗିଲେ, ସେ ତାହାକୁ ସାପ ଦେବ I” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-ellipsis]])