or_tn_old/mat/07/06.md

1.8 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳ ସହିତ ବ୍ୟକ୍ତିଗତଭାବେ ସେମାନେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଓ “ତୁମର” ବ୍ୟବହାର ବହୁବାଚକ ଅଟନ୍ତି I

dogs ... hogs

ଯିହୁଦୀମାନେ ଏହି ପଶୁଗୁଡିକୁ ଅଶୁଚି ମନେ କରନ୍ତି, ଓ ଈଶ୍ବର ସେଗୁଡିକୁ ଭକ୍ଷଣ ନ କରିବା ନିମନ୍ତେ ଯିହୁଦୀମାନଙ୍କୁ ଅଜ୍ଞା ଦେଇଥିଲେ I ସେଗୁଡିକ ହେଉଛି ମନ୍ଦ ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ ଯେଉଁମାନେ ପବିତ୍ର ବିଷୟକୁ ମୁଲ୍ୟବୋଧ କରନ୍ତି ନାହିଁ I ଏହି ବାକ୍ୟଗୁଡିକୁ ଆକ୍ଷରିକ ଭାବେ ଅନୁବାଦ କରିବା ଉତ୍ତମ ହେବ I (ଦେଖ: rc://*/ta/man/translate/figs-metaphor)

pearls

ଏଗୁଡିକ ଗୋଲାକାର, ମୁଲ୍ୟବାନ ପଥର କିମ୍ବା ମୁକ୍ତା ସହିତ ସମାନ ଅଟନ୍ତି I ଈଶ୍ବରଙ୍କ ଜ୍ଞାନ କିମ୍ବା ସାଧାରଣ ବହୁମୁଲ୍ୟ ପଦାର୍ଥ ନିମନ୍ତେ ସେଗୁଡିକ ରୁପକ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

they may trample

ଘୁଷୁରୀ ପାଦରେ ଦଳନ୍ତି

then turn and tear

କୁକୁର ଏହାକୁ ବିଦୀର୍ଣ୍ଣ କରନ୍ତି ଓ ଚିରି ଦିଅନ୍ତି