or_tn_old/mat/07/03.md

3.0 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳ ସହିତ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଥିଲେ I “ତୁମେ” ଓ “ତୁମ୍ଭର” ସମସ୍ତ ବ୍ୟବହାର ଏକବଚନ ଅଟନ୍ତି, କିନ୍ତୁ କେତେକ ଭାଷାରେ ସେଗୁଡିକ ବହୁବଚନ ହୋଇ ପାରନ୍ତି I

Why do you look ... brother's eye, but you do not notice the log that is in your own eye?

ଯୀଶୁ ଅନ୍ୟଲୋକର ପାପ ବିଷୟରେ ଧ୍ୟାନ ଦେଇ ଓ ଆପଣାର ପାପକୁ ହେୟଜ୍ଞାନ କରିବା ହେତୁ ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଦେଖ…ତୁମ ଭାଇର ଆଖି, କିନ୍ତୁ ତୁମ ନିଜ ଆଖିରେ ଯେଉଁ କଡିକାଠ ଅଛି ତାହା ଦେଖୁନାହଁ I” କିମ୍ବା “ଦେଖନାହିଁ … ଭାଇର ଆଖି ଓ ନିଜ ଆଖିର ଥିବା କଡିକାଠକୁ ଅଣଦେଖା କରୁଅଛ” (ଦେଖ: rc://*/ta/man/translate/figs-rquestion)

the tiny piece of straw that is in your brother's eye

ଏହା ଏକ ରୁପକ ଅଟେ ଯାହା ଜଣେ ସହ-ବିଶ୍ବାସିର ଗୁରୁତ୍ବହିନ ଦୋଷକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

tiny piece of straw

କୁଟା କିମ୍ବା “ଟୁକୁରା” କିମ୍ବା “ଧୁଳିକଣା I” ଛୋଟ ବିଷୟ ନିମନ୍ତେ ଏକଶବ୍ଦ ବ୍ୟବହାର କର ଯାହା ସାଧାରଣ ଭାବେ ଜଣେବ୍ୟକ୍ତିର ଆଖିରେ ପଡେ I

brother

୭:୩-୫ରେ ବ୍ୟବହୃତ “ଭାଇ” ସହ-ବିଶ୍ବାସୀଙ୍କୁ ବୁଝାଏ, ପ୍ରକୃତ ଭାଇ, କିମ୍ବା ପଡୋଶୀକୁ ନୁହେଁ I

the log that is in your own eye

ଏହା ଜଣେବ୍ୟକ୍ତିର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦୋଷ ନିମନ୍ତେ ଏକ ରୁପକ ଅଟେ I ଆକ୍ଷରିକ ଭାବେ କଡିକାଠ ଜଣେବ୍ୟକ୍ତିର ଆଖି ଭିତରକୁ ଯାଏ ନାହିଁ I ଅନ୍ୟ ଜଣକର ଛୋଟିଆ ଦୋଷ ଧରିବା ଆଗରୁ ଯୀଶୁ ପ୍ରାଧାନ୍ୟ ଦେଉଛନ୍ତି ଯେପରି ଜଣେବ୍ୟକ୍ତି ନିଜର ଦୋଷ ଗୁଡିକୁ ସମୀକ୍ଷା କରିବ (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-hyperbole]])

log

କେହିଜଣେ ଗଚ୍ଛର ମୋଟା ଭାଗକୁ କାଟି ଦେଇଛି