or_tn_old/mat/07/02.md

1.2 KiB
Raw Permalink Blame History

For

ନିଶ୍ଚିତ ହୁଅ ଯେପରି ପାଠକ ୭:୧ରେ ଯୀଶୁଙ୍କ କହିବା ଆଧାରରେ ୭:୨ର ଉକ୍ତିକୁ ବୁଝିବେ I

with the judgment you judge, you will be judged

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମେ ବିଚାର କର ଈଶ୍ବର ସେହିପରି ତୁମର ବିଚାର କରିବେ” (ଦେଖ: rc://*/ta/man/translate/figs-activepassive)

measure

ସାମ୍ଭାବିତ ଅର୍ଥଗୁଡିକ ୧) ଏହିପରି ଦଣ୍ଡ ଦିଆଯାଏ କିମ୍ବା ) ଏହା ବିଚାର ନିମନ୍ତେ ମାପକାଠି ଅଟେ I

it will be measured out to you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଇଶ୍ବର ତୁମକୁ ସେହି ମାପକାଠିରେ ମାପିବେ” (ଦେଖ: rc://*/ta/man/translate/figs-activepassive)