or_tn_old/mat/07/01.md

1.6 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳ ସହିତ ବ୍ୟକ୍ତିଗତଭାବେ ସେମାନେ କ”ଣ କରିବା ଉଚିତ ଓ କ”ଣ କରିବା ଅନୁଚିତ ସେହି ବିଷୟରେ କହୁଥିଲେ I “ତୁମେ” ଓ ଆଦେଶଗୁଡିକର ବ୍ୟବହାର ବହୁବାଚକ ଅଟେ I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପାର୍ବତ୍ୟ ଉପଦେଶ ଶିକ୍ଷା ଜାରି ରଖିଛନ୍ତି, ଯାହା [ମାଥିଉ ୫:୩ ] (../05/03.md)ରେ ଆରମ୍ଭ ହୋଇଥିଲା I

Do not judge

ଏଠାରେ ଏହା ସୁଚିତ କରେ ଯେ “ବିଚାର କର” ର ଦୃଢ଼ ଅର୍ଥ “ନିଷ୍ଠୁର ଭାବେ ଦୋଷାରୋପ କରିବା” କିମ୍ବା “ଦୋଶୀ ସାବ୍ୟସ୍ତ କରିବା I” ଅନ୍ୟ ଏକ ଅନୁବାଦରେ: “ନିଷ୍ଠୁର ଭାବେ ଲୋକଙ୍କୁ ଦୋଷାରୋପ କରନାହିଁ” (ଦେଖ: rc://*/ta/man/translate/figs-explicit)

you will not be judged

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ରୁକ୍ଷ ଭାବରେ ଦୋଶାରୋପ କରିବେ ନାହିଁ” (ଦେଖ: rc://*/ta/man/translate/figs-activepassive)