or_tn_old/mat/06/14.md

1.1 KiB

General Information:

“ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟନ୍ତି I ଯାହାହେଉ, ସେମାନଙ୍କ ପ୍ରତି କ”ଣସବୁ ଘଟିବ ତାହା ସେମାନଙ୍କୁ କହୁଛନ୍ତି ଯଦି ପ୍ରତ୍ୟେକବ୍ୟକ୍ତି ଅନ୍ୟମାନଙ୍କୁ କ୍ଷମା ନକରନ୍ତି I (ଦେଖ: rc://*/ta/man/translate/figs-you)

their trespasses

ଭାବବାଚକ ବିଶେଷ୍ଵ “ଅପରାଧ” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ସେମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଅପରାଧ କରନ୍ତି” (ଦେଖ: rc://*/ta/man/translate/figs-abstractnouns)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)