or_tn_old/mat/06/08.md

1.0 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ବ୍ୟକ୍ତିଗତଭାବେ ସେମାନେ କିପରି ପ୍ରାର୍ଥନା କରିବା ଉଚିତ ସେହି ବିଷୟରେ କହୁଛନ୍ତି I ପ୍ରଥମ ବାକ୍ୟରେ “ତୁମେ” ଏବଂ “ତୁମ୍ଭର” ଶବ୍ଦଗୁଡିକ ବହୁବାଚକ ଅଟନ୍ତି I ପ୍ରାର୍ଥନା ମଧ୍ୟରେ, “ତୁମେ” ଓ “ତୁମ୍ଭର” ଶବ୍ଦଗୁଡିକ ଏକବଚନ ଅଟନ୍ତି ଓ ଏହା ଈଶ୍ବରଙ୍କୁ, ଅର୍ଥାତ୍ “ଆମ୍ଭମାନଙ୍କର ସ୍ବର୍ଗସ୍ତ ପିତା”ଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Father

ଈଶ୍ବରଙ୍କ ନିମନ୍ତେ ଏହା ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)