or_tn_old/mat/06/01.md

1.9 KiB

General Information:

ଯୀଶୁ ଲୋକମାନଙ୍କ ଏକଦଳକୁ ସେମାନେ ବ୍ୟକ୍ତିଗତଭାବେ କ”ଣ କରିବା ଉଚିତ ଓ ଅନୁଚିତ ସେହି ବିଷୟରେ କହୁଛନ୍ତି I “ତୁମେ” ଏବଂ “ତୁମ୍ଭର”ରେ ସମସ୍ତ ଦୃଷ୍ଟାନ୍ତ ବହୁବାଚକ ଅଟନ୍ତି I (ଦେଖ: rc://*/ta/man/translate/figs-you)

Connecting Statement:

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପାର୍ବତ୍ୟ ଉପଦେଶ ଶିକ୍ଷାଦେବା ଜାରି ରଖିଛନ୍ତି, ଯାହା ମାଥିଉ [ମାଥିଉ ୫:୩] (../05/03.md)ରେ ଆରମ୍ଭ ହୋଇଥିଲା I ଏହି ଭାଗରେ, ଯୀଶୁ ଦାନ, ପ୍ରାର୍ଥନା ଓ ଉପବାସ ଦ୍ବାରା “ଧାର୍ମିକର ଧର୍ମକର୍ମ” ବିଷୟରେ ଶିକ୍ଷା ଦେଉଛନ୍ତି I

before people to be seen by them

ଏହା ସୁଚିତ କରେ ଯେ ଯେଉଁମାନେ ଜଣେ ବ୍ୟକ୍ତିକୁ ଦେଖନ୍ତି ତାହାକୁ ସମ୍ମାନ ଦେବେ I ଏହାକୁ କର୍ତ୍ତାବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ ସମ୍ମୁଖରେ ତୁମେ ଯାହା କରିଅଛ ସେଥିନିମନ୍ତେ ତୁମମାନଙ୍କ ଦେଖିଲା ପରି ତୁମକୁ ସମ୍ମାନ ଦିଅନ୍ତି” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)