or_tn_old/mat/04/19.md

1018 B

Come, follow me

ଯୀଶୁଙ୍କୁ ତାହାଙ୍କ ଅନୁଗମନ କରିବା ନିମନ୍ତେ, ତାହାଙ୍କ ଶିଷ୍ୟ ହେବା ନିମନ୍ତେ ଶିମୋନ ଓ ଆନ୍ଦ୍ରୀୟଙ୍କୁ ଆହ୍ବାନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ମୋହର ଶିଷ୍ୟ ହୁଅ”

I will make you fishers of men

ଏହି ରୁପକର ଅର୍ଥ ଶିମୋନ ଓ ଆନ୍ଦ୍ରୀୟ ଈଶ୍ବରଙ୍କ ସତ୍ୟ ସମ୍ବାଦ ଲୋକମାନଙ୍କୁ ଶିଖାଇବେ, ଯେହେତୁ ଅନ୍ୟମାନେ ମଧ୍ୟ ଯୀଶୁଙ୍କୁ ଅନୁଗମନ କରିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ଯେପରି ତୁମ୍ଭେମାନେ ମାଛ ଧରୁଅଛ” (ଦେଖ: rc://*/ta/man/translate/figs-metaphor)