or_tn_old/mat/04/17.md

685 B
Raw Permalink Blame History

the kingdom of heaven has come near

“ସ୍ବର୍ଗ ରାଜ୍ୟ” ବାକ୍ୟାଂଶ ରାଜା ଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ଦେଖିବାକୁ ମିଳେ I ଯଦି ସମ୍ଭବ ହୁଏ, ଏପରି ଏକ ଶବ୍ଦ ସମ୍ପୃକ୍ତ କର ଯାହା ତୁମ ଅନୁବାଦରେ “ସ୍ବର୍ଗ” ଅର୍ଥ ପ୍ରକାଶ କରେ I ଦେଖ ତୁମେ କିପରି ଏହାକୁ ମାଥିଉ ୩:ରେ ଅନୁବାଦ କରିଅଛ I