or_tn_old/mat/04/10.md

1.1 KiB

General Information:

୧୦ ପଦରେ, ଯୀଶୁ ଦ୍ବିତୀୟ ବିବରଣୀରୁ ଆଉଏକ ବାକ୍ୟା ଉଦ୍ଧୃତ କରି ଶୟତାନକୁ ଧମକ ଦେଲେ I

Connecting Statement:

ଏହା ଶୟତାନ କିପରି ଯୀଶୁଙ୍କୁ ପରୀକ୍ଷା କରିବା ବିଷୟରେ ବିବରଣୀର ଶେଷ ଅଂଶ ଅଟେ I

For it is written

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ମୋଶା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ କରିଥିଲେ” (ଦେଖ: rc://*/ta/man/translate/figs-activepassive)

You will worship ... you will serve

ଉଭୟ ଦୃଷ୍ଟାନ୍ତରେ “ତୁମେ” ଏକବଚନ ଅଟନ୍ତି, ସମସ୍ତଙ୍କ ନିମନ୍ତେ ଏକ ଅଜ୍ଞା ଯେଉଁମାନେ ଏହାକୁ ଶୁଣନ୍ତି I (ଦେଖ: rc://*/ta/man/translate/figs-you)