or_tn_old/mat/04/04.md

967 B

It is written

ଏହାକୁ କର୍ତ୍ତୁବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋଶା ବହୁପୂର୍ବରୁ ଶାସ୍ତ୍ରରେ ଏହା ଲେଖିଥିଲେ” (ଦେଖ: rc://*/ta/man/translate/figs-activepassive)

Man shall not live on bread alone

ଏହା ବୁଝାଏ ଯେ ଖାଦ୍ୟ ଅପେକ୍ଷା ଜୀବନରେ ଆଉକିଛି ଅଧିକ ଗୁରୁତ୍ବପୁର୍ଣ ଅଟେ I

but by every word that comes out of the mouth of God

ଏଠାରେ ଈଶ୍ବର ଯାହା କହନ୍ତି ତାହା “ବାକ୍ୟ” ଓ “ମୁଖ”କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମାତ୍ର ଈଶ୍ବରଙ୍କ ପ୍ରତ୍ୟକ ବାକ୍ୟ ଶୁଣିବା ଦ୍ବାରା” (ଦେଖ: rc://*/ta/man/translate/figs-metonymy)