or_tn_old/mat/01/01.md

1.7 KiB

General Information:

ଲେଖକ ଦର୍ଶାଇବା ନିମନ୍ତେ ଯୀଶୁଙ୍କ ବଂଶାବଳୀରୁ ଆରମ୍ଭ କରୁଛନ୍ତି ଯେ ଯୀଶୁ ଦାଉଦ ରାଜା ଓ ଅବ୍ରାହମଙ୍କ ବଂଶରୁ ଆସିଛନ୍ତି I ବଂଶାବଳୀ ମାଥିଉ ୧:୧୭ ମଧ୍ୟରୁ ଚାଲୁ ରହିଛି I

The book of the genealogy of Jesus Christ

ତୁମେ ଏହାକୁ ପୁର୍ଣ୍ଣବାକ୍ୟରେ ଅନୁବାଦ କରିପାର I ଅନ୍ୟ ଏକ ଅନୁବାଦରେ: “ଏହା ଯୀଶୁ ଖ୍ରୀଷ୍ଟଙ୍କ ପୂର୍ବପୁରୁଷମାନଙ୍କ ତାଲିକା ଅଟେ”

Jesus Christ, son of David, son of Abraham

ସେଠାରେ ଯୀଶୁ, ଦାଉଦ ଓ ଅବ୍ରାହମଙ୍କ ମଧ୍ୟରେ ଅନେକ ପୁରୁଷାନୁକ୍ରମ ରହିଥିଲେ I ଏଠାରେ “ପୁତ୍ର” ଅର୍ଥ “ସନ୍ତାନଗଣ I” ଅନ୍ୟ ଏକ ଅନୁବାଦରେ: “ ଯୀଶୁ ଖ୍ରୀଷ୍ଟ, ଦାଉଦଙ୍କ ସନ୍ତାନ, ଯେ ଅବ୍ରାହମଙ୍କ ସନ୍ତାନ ଥିଲେ”

son of David

ଅନେକ ସମୟରେ “ଦାଉଦଙ୍କ ସନ୍ତାନ” ବାକ୍ୟାଂଶ ଏକ ସଜ୍ଞା ଭାବେ ବ୍ୟବହୃତ ହୋଇଛି, କିନ୍ତୁ ଏଠାରେ କେବଳ ଯୀଶୁଙ୍କ ପୂର୍ବପୁରୁଷଙ୍କୁ ପରିଚିତ କରିବା ନିମନ୍ତେ ବ୍ୟବହୃତ ହୋଇଥିବା ଦେଖାଯାଏ I