or_tn_old/luk/24/43.md

559 B

ate it before them

ଏହା କରିବା ଦ୍ୱାରା ଯୀଶୁ ପ୍ରମାଣିତ କରିବାକୁ ଯାଉଥିଲେ ଯେ ତାଙ୍କର ପାର୍ଥିବ ଶରୀର ଅଛି I ଆତ୍ମାମାନେ ଖାଦ୍ୟ ଖାଇବାକୁ ସକ୍ଷମ ନୁହନ୍ତି I (ଦେଖ: rc://*/ta/man/translate/figs-explicit)

before them

ସେମାନଙ୍କ ସମ୍ମୁଖରେ କିମ୍ବା “ଯେତେବେଳେ ସେମାନେ ଲକ୍ଷ୍ୟ କରୁଥିଲେ”