or_tn_old/luk/24/37.md

1.2 KiB

But they were terrified

କିନ୍ତୁ ଶବ୍ଦ ଏକ ଦୃଢ଼ ବୈଷମ୍ୟକୁ ଇଙ୍ଗିତ କରେ I ଯୀଶୁ ସେମାନଙ୍କୁ ଶାନ୍ତିରେ ରହିବାକୁ କହନ୍ତି, କିନ୍ତୁ ତା’ପରିବର୍ତ୍ତେ ସେମାନେ ଅତିଶୟ ଭୟଭୀତ ହୋଇଥିଲେ I

they were terrified, and became very afraid

ତ୍ରାସଯୁକ୍ତ ଏବଂ ଭୟଭୀତ I ଏହି ଦୁଇଟି ବାକ୍ୟାଂଶର ଅର୍ଥ ପ୍ରାୟ ସମାନ ବିଷୟକୁ ବୁଝାଏ, ଏବଂ ଭୟକୁ ଗୁରୁତ୍ଵ ଦେବା ନିମନ୍ତେ ଏକତ୍ର ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/figs-doublet)

thinking that they saw a spirit

ସେମାନେ ଭାବିଲେ ସେମାନେ ଗୋଟିଏ ଭୂତ ଦେଖୁଛନ୍ତି I ସେପର୍ଯ୍ୟନ୍ତ ସେମାନେ ବିଶ୍ୱାସ କରି ପାରୁ ନ ଥିଲେ ଯେ ଯୀଶୁ ପ୍ରକୃତରେ ଜୀବିତ I

a spirit

ଏଠାରେ ଏହା ଏକ ମୃତ ବ୍ୟକ୍ତିର ଆତ୍ମାକୁ ସୂଚାଏ I