or_tn_old/luk/24/29.md

1.5 KiB

they compelled him

ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ କେଉଁ ବିଷୟ ସେମାନଙ୍କୁ ବାଧ୍ୟ କଲା I ଏହା ହୁଏତ ଦେଖାଇବା ନିମନ୍ତେ ଏକ ଅତିରଞ୍ଜନର ବିଷୟ ଯେ ସେମାନେ ତାଙ୍କର ମନକୁ ବଦଳାଇବା ପୂର୍ବରୁ ତାଙ୍କ ସହିତ ଅଧିକ ସମୟ ନିମନ୍ତେ କଥାବାର୍ତ୍ତା କରିବା ସେମାନଙ୍କର ଆବଶ୍ୟକ ଥିଲା I “ବଳାଇବା” ଶବ୍ଦର ଅର୍ଥ ଶାରୀରିକ ଶକ୍ତି ପ୍ରୟୋଗ କରିବା ଅଟେ, କିନ୍ତୁ ଏହା ମନେ ହୁଏ ଯେ ସେମାନେ କେବଳ ବାକ୍ୟ ବ୍ୟବହାର କରି ତାଙ୍କୁ ପ୍ରବର୍ତ୍ତାଇ ପାରିଲେ I ବିକଳ୍ପ ଅନୁବାଦ: “ସେମାନେ ତାଙ୍କୁ ରହିବାକୁ ବଳାଇ ପାରିଲେ” (ଦେଖ: rc://*/ta/man/translate/figs-hyperbole)

it is toward evening and the day is almost over

ସୂର୍ଯ୍ୟାସ୍ତ ପରେ ଯିହୁଦୀମାନଙ୍କ ଦିନ ସମାପ୍ତ ହେଲା

he went in

ଯୀଶୁ ସେହି ଗୃହରେ ପ୍ରବେଶ କଲେ

stay with them

ସେହି ଦୁଇଜଣ ଶିଷ୍ୟଙ୍କ ସହିତ ରହିଲେ