or_tn_old/luk/24/01.md

1.1 KiB

General Information:

ସ୍ତ୍ରୀଲୋକମାନେ (ଲୂକ 23:55) ଯୀଶୁଙ୍କ ସମାଧି ନିକଟକୁ ଆସିଲେ ଯେପରି ତାଙ୍କ ଶରୀରରେ ତୈଳ ମଖାଇ ଦେଇ ପାରନ୍ତି I

Now at early dawn on the first day of the week

ରବିବାର ଦିନ ପ୍ରତ୍ୟୁଷ ପୂର୍ବରୁ (ଦେଖ: rc://*/ta/man/translate/translate-ordinal)

they came to the tomb

ସ୍ତ୍ରୀଲୋକମାନେ ସମାଧି ନିକଟରେ ପହଁଞ୍ଚିଲେ I ଏହି ସ୍ତ୍ରୀ ଲୋକମାନଙ୍କ ବିଷୟରେ [ଲୂକ 23: ](.../23/55 ମଝି )ରେ କୁହାଯାଇଛି I

the tomb

ସମାଧିଟି ଗୋଟିଏ ପାହାଡର ଶୀର୍ଷଧାରରେ ପଥରରେ ଖୋଳା ହୋଇଥିଲା I

bringing the spices

ଏଗୁଡିକ ସେହି ସମାନ ସୁଗନ୍ଧି ଦ୍ରବ୍ୟ ଯାହା ସେମାନେ [ଲୂକ 23:56 ](../23/56 .ମଝି )ରେ ପ୍ରସ୍ତୁତ କରିଥିଲେ