or_tn_old/luk/23/32.md

1.1 KiB

Now two other criminals, were also being led away with him to be put to death

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସୈନ୍ୟମାନେ ଦୁଇଜଣ ଅପରାଧୀମାନଙ୍କୁ ମଧ୍ୟ ଯୀଶୁଙ୍କ ସହିତ କ୍ରୁଶାର୍ପିତ କରିବା ପାଇଁ ନେଲେ I (ଦେଖ: rc://*/ta/man/translate/figs-activepassive)

two other criminals

ଅନ୍ୟ ଦୁଇଜଣ ଲୋକ ଯେଉଁମାନେ ଅପରାଧୀ ଥିଲେ ବା “ଦୁଇଜଣ ଅପରାଧୀ I” “ଅନ୍ୟ ଅପରାଧୀମାନେ” ବୋଲି କହିବାକୁ ଲୂକ ଏଡି ଦିଅନ୍ତି “କାରଣ ଯୀଶୁ ନିର୍ଦ୍ଦୋଷ ଥିଲେ” ଯଦିଓ ସେ ଜଣେ ଅପରାଧୀ ଭାବରେ ବ୍ୟବହାର ପାଇଲେ I ଲୂକ ସେହି ଅନ୍ୟ ଦୁଇଜଣଙ୍କୁ ଅପରାଧୀ ବୋଲି କହନ୍ତି, କିନ୍ତୁ ଯୀଶୁଙ୍କୁ ନୁହେଁ I