or_tn_old/luk/23/18.md

1.2 KiB

General Information:

ପଦ 19 ଆମ୍ଭମାନଙ୍କୁ ବାରବବା କିଏ ବୋଲି ତା’ ସମ୍ପର୍କରେ ପୃଷ୍ଠଭୂମି ଜନିତ ତଥ୍ୟ ସମ୍ପର୍କରେ କହେ I (ଦେଖ: rc://*/ta/man/translate/writing-background)

they cried out all together

ଜନତାଙ୍କ ମଧ୍ୟରେ ସମସ୍ତ ଲୋକମାନେ ଚିତ୍କାର କଲେ

Away with this man, but release

ଏହି ଲୋକକୁ ଦୂର କର ! ମୁକ୍ତ କର I ସେମାନେ ଦାବୀ କରୁଥିଲେ ଯେ ତାଙ୍କର ସୈନ୍ୟମାନେ ଯୀଶୁଙ୍କୁ ବଧ କରନ୍ତୁ I ବିକଳ୍ପ ଅନୁବାଦ: “ଏହି ଲୋକକୁ ନେଇଯାଅ ଏବଂ ତାକୁ ହତ୍ୟା କର ! ମୁକ୍ତ କର” (ଦେଖ: rc://*/ta/man/translate/figs-explicit)

release to us

“ଆମ୍ଭମାନଙ୍କ” ଶବ୍ଦ କେବଳ ଜନସାଧାରଣଙ୍କୁ ସୂଚାଏ, ଏବଂ ପିଲାତ ଓ ତାଙ୍କର ସୈନ୍ୟମାନଙ୍କୁ ସୂଚାଏ ନାହିଁ I (ଦେଖ: rc://*/ta/man/translate/figs-exclusive)