or_tn_old/luk/23/14.md

889 B

this man

ଏହା ଯୀଶୁଙ୍କୁ ସୂଚାଏ

as perverting

କହୁଛ ଯେ ସେ

having questioned him before you

ମୁଁ ତୁମ୍ଭମାନଙ୍କର ଉପସ୍ଥିତିରେ ଯୀଶୁଙ୍କୁ ପ୍ରଶ୍ନ କରିଛି, ଏବଂ I ଏହା ସୂଚାଏ ଯେ ସେମାନେ ସମସ୍ତ ଆଇନଗତ ପ୍ରକ୍ରିୟାର ସାକ୍ଷୀ ଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏହି ସ୍ଥାନରେ ଥିବାବେଳେ ତୁମ୍ଭମାନଙ୍କୁ ସାକ୍ଷୀ ଭାବରେ ରଖି ମୁଁ ଯୀଶୁଙ୍କୁ ପ୍ରଶ୍ନ କରିଛି, ଏବଂ” (ଦେଖ: rc://*/ta/man/translate/figs-explicit)

I find no fault in this man

ସେ ଦୋଷୀ ବୋଲି ଭାବୁନାହିଁ