or_tn_old/luk/23/12.md

1.4 KiB

both Herod and Pilate had become friends with each other that day

ଏହି ସୂଚିତ ହୋଇଥିବା ତଥ୍ୟ କୁହେ ଯେ ସେମାନେ ବନ୍ଧୁ ହେଲେ କାରଣ ଯୀଶୁଙ୍କର ବିଚାର କରିବା ନିମନ୍ତେ ପିଲାତ ତାଙ୍କୁ ଅନୁମତି ଦେଇଥିବା ହେତୁ ହେରୋଦ ତାହା ପସନ୍ଦ କଲେ I ବିକଳ୍ପ ଅନୁବାଦ: “ସେହି ଦିନ ହେରୋଦ ଏବଂ ପିଲାତ ପରସ୍ପର ସହିତ ବନ୍ଧୁ ହେଲେ କାରଣ ପିଲାତ ଯୀଶୁଙ୍କର ବିଚାର କରିବା ନିମନ୍ତେ ତାଙ୍କୁ ହେରୋଦଙ୍କ ନିକଟକୁ ପ୍ରେରଣ କରିଥିଲେ” (ଦେଖ: rc://*/ta/man/translate/figs-explicit)

for previously there had been hostility between them

ଏହି ତଥ୍ୟଟି ଏକ ବନ୍ଧନୀ ମଧ୍ୟରେ ଆବଦ୍ଧ ହୋଇଛି ଏହା ଦର୍ଶାଇବା ପାଇଁ ଯେ ଏହା ପୃଷ୍ଠଭୂମି ସମ୍ପର୍କୀୟ ତଥ୍ୟ ଅଟେ I ଏଭଳି ଏକ ଆକୃତି ବ୍ୟବହାର କର ଯାହା ତୁମର ଶ୍ରୋତାମାନେ ବୁଝିପାରିବେ I(ଦେଖ: rc://*/ta/man/translate/writing-background)