or_tn_old/luk/23/01.md

815 B

General Information:

ଯୀଶୁ ପିଲାତଙ୍କ ସମ୍ମୁଖକୁ ଅଣାଗଲେ I

The whole company of them

ସମସ୍ତ ଯିହୁଦୀ ନେତାମାନେ କିମ୍ବା “ ମହାସଭାର ସମସ୍ତ ସଦସ୍ୟମାନେ”

rose up

ଠିଆହେଲେ କିମ୍ବା “ସେମାନଙ୍କ ପାଦରେ ଠିଆହେଲେ”

before Pilate

ଜଣକର ସମ୍ମୁଖରେ ଠିଆ ହେବା ଅର୍ଥ ସେମାନଙ୍କର କ୍ଷମତାର ପରିସର ମଧ୍ୟକୁ ପ୍ରବେଶ କରିବା ଅଟେ I ବିକଳ୍ପ ଅନୁବାଦ: “ପିଲାତଙ୍କ ଦ୍ୱାରା ବିଚାରିତ ହେବା” (ଦେଖ: rc://*/ta/man/translate/figs-metaphor)