1.7 KiB
1.7 KiB
When I was daily with you
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ମଧ୍ୟରେ ଥିଲି
in the temple
କେବଳ ଯାଜକମାନେ ମନ୍ଦିରରେ ପ୍ରବେଶ କରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣଗୁଡିକରେ” ବା “ମନ୍ଦିରରେ”
you did not lay your hands on me
ଏହି ପଦରେ, ଜଣକ ଉପରେ ହାତ ଥୋଇବା ଅର୍ଥ ଜଣକୁ ଗିରଫ କରିବା ଅଟେ I ବିକଳ୍ପ ଅନୁବାଦ: “ମୋତେ ଗିରଫ କର”(ଦେଖ: rc://*/ta/man/translate/figs-metonymy)
this is your hour
ତୁମ୍ଭମାନଙ୍କର ଯାହା ଇଚ୍ଛା ତାହା କରିବା ନିମନ୍ତେ ଏହା ତୁମ୍ଭମାନଙ୍କ ନିମନ୍ତେ ସମୟ ଅଟେ I
the authority of the darkness
ସମୟକୁ ଉଲ୍ଲେଖ କରିବା ବିଷୟକୁ ପୂନରାବୃତ୍ତି କରିବା ହୁଏତ ସହାୟକ ହେବ I “ଅନ୍ଧକାର” ଶୟତାନ ନିମନ୍ତେ ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଅନ୍ଧକାରର କର୍ତ୍ତାର ସମୟ” ବା “ଏହା ସେହି ସମୟ ଅଟେ ଯେତେବେଳେ ଈଶ୍ୱର ଶୟତାନକୁ ତା’ର ଯାହା ଇଚ୍ଛା ତାହା କରିବା ନିମନ୍ତେ ଅନୁମତି ଦେଉଛନ୍ତି” (ଦେଖ: [[rc:///ta/man/translate/figs-ellipsis]] ଏବଂ [[rc:///ta/man/translate/figs-metonymy]] )