or_tn_old/luk/22/52.md

867 B

Do you come out as against a robber, with swords and clubs?

ତୁମ୍ଭେମାନେ କଅଣ ଭାବିଲ ଯେ ମୁଁ ଜଣେ ଡକାଇତ ଆଉ ସେଥିପାଇଁ ଖଣ୍ଡା ଓ ଠେଙ୍ଗା ଧରି ବାହାରି ଆସିଲ ? ବିକଳ୍ପ ଅନୁବାଦ: “ଯୀଶୁ ଯିହୂଦୀ ନେତାମାନଙ୍କୁ ଭର୍ସନା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ମୁଁ ଜଣେ ଡକାଇତ ନୁହେଁ, ତଥାପି ତୁମ୍ଭେମାନେ ମୋ’ ନିକଟକୁ ଖଣ୍ଡା ଓ ଠେଙ୍ଗା ନେଇ ବାହାରି ଆସିଛ I” (ଦେଖ: rc://*/ta/man/translate/figs-rquestion)