or_tn_old/luk/22/48.md

8 lines
1.0 KiB
Markdown

# are you betraying the Son of Man with a kiss?
ଏକ ଚୁମ୍ବନ ଦ୍ବାରା ତାଙ୍କୁ ପ୍ରତାରଣା କରିଥିବାରୁ ଯିହୂଦାକୁ ଯୀଶୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ସାଧାରଣତଃ ଚୁମ୍ବନ ଏକ ପ୍ରେମର ଚିହ୍ନ ଅଟେ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ରଙ୍କୁ ପ୍ରତାରଣ କରିବା ପାଇଁ ତୁମେ ଏକ ଚୁମ୍ବନକୁ ବ୍ୟବହାର କରୁଛ !” (ଦେଖ: [[rc://*/ta/man/translate/figs-rquestion]])
# the Son of Man
ଯୀଶୁ ନିଜ ବିଷୟରେ ଉଲ୍ଲେଖ କରିବା ନିମନ୍ତେ ଏହି ପଦକୁ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ଦ୍ୱାରା (ଦେଖ: [[rc://*/ta/man/translate/figs-123person]])