or_tn_old/luk/22/35.md

2.8 KiB

Connecting Statement:

ଯୀଶୁ ସମସ୍ତ ଶିଷ୍ୟମାନଙ୍କୁ କହିବା ନିମନ୍ତେ ତାଙ୍କର ଧ୍ୟାନକୁ ଫେରାଇ ଆଣନ୍ତି I

Then he said to them, ""When ... did you lack anything?"" They answered, ""Nothing.

ସେମାନେ ଯାତ୍ରା କରୁଥିବା ସମୟରେ କିପରି ଉତ୍ତମ ଭାବରେ ଲୋକମାନେ ସେମାନଙ୍କ ପାଇଁ ଯୋଗାଇ ଦେଇଥିଲେ ତାହା ସ୍ମରଣ କରିବାରେ ପ୍ରେରିତମାନଙ୍କୁ ସାହାଯ୍ୟ କରିବାକୁ ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ଯଦିଓ ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ, ଏବଂ ଯୀଶୁ ତଥ୍ୟ ନିମନ୍ତେ ପଚାରୁ ନାହାନ୍ତି, ତୁମେ ଏହାକୁ ଏକ ପ୍ରଶ୍ନ ଭାବରେ ଅନୁବାଦ କରିବ ଯେପର୍ଯ୍ୟନ୍ତ କେବଳ ଏକ ଉକ୍ତି ଶିଷ୍ୟମାନଙ୍କୁ ଉତ୍ତର ଦେବା ପାଇଁ ବାଧ୍ୟ ନ କରିବ ଯେ ସେମାନଙ୍କର କୌଣସି ବିଷୟର ଅଭାବ ହୋଇନାହିଁ I (ଦେଖ: rc://*/ta/man/translate/figs-rquestion)

When I sent you out

ଯୀଶୁ ତାଙ୍କର ପ୍ରେରିତମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I ତେଣୁ ଯେଉଁ ଭାଷାଗୁଡିକରେ “ତୁମ୍ଭମାନଙ୍କୁ” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ସେମାନେ ବହୁବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: rc://*/ta/man/translate/figs-you)

purse

ଗାଞ୍ଜିଆ ଟଙ୍କା ରଖିବା ନିମନ୍ତେ ଏକ ଥଳି ଅଟେ I ଏଠାରେ ଏହା “ଟଙ୍କା”କୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି I (ଦେଖ: rc://*/ta/man/translate/figs-metonymy)

a bag of provisions

ଯାତ୍ରୀମାନଙ୍କର ଥଳି ବା “ଖାଦ୍ୟ ନିମନ୍ତେ ଥଳି”

Nothing

କେତେକ ଶ୍ରୋତାମାନଙ୍କ ନିମନ୍ତେ ଏହି ବାର୍ତ୍ତାଳାପ ସମ୍ପର୍କରେ ଅଧିକ ଯୋଗ କରିବା ହୁଏତ ସହାୟକ ହେବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର କିଛି ଅଭାବ ହେଲା ନାହିଁ” ବା “ଆମର ପ୍ରତ୍ୟେକ ଆବଶ୍ୟକୀୟ ବିଷୟ ଥିଲା” (ଦେଖ: rc://*/ta/man/translate/figs-ellipsis)