or_tn_old/luk/20/47.md

1.9 KiB

They devour the houses of widows

ସେମାନେ ମଧ୍ୟ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି I ଶାସ୍ତ୍ରୀମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ କ୍ଷୁଧାର୍ତ୍ତ ପଶୁଗୁଡିକ ଅଟନ୍ତି ଯେଉଁମାନେ ବିଧବାମାନଙ୍କ ଗୃହସବୁ ଗ୍ରାସ କରନ୍ତି I “ଗୃହଗୁଡ଼ିକ” ଶବ୍ଦ ଏକ ପ୍ରକାର ବାକ୍ ଶୈଳୀ ଅଟେ ଯାହା ବିଧବାର ଜୀବନ ଏବଂ ସେ ଆପଣା ଗୃହରେ ସାଇତି ରଖିଥିବା ସବୁ ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ମଧ୍ୟ ବିଧବାଠାରୁ ତାହାର ସମସ୍ତ ସମ୍ପତ୍ତି ନେଇଯାଆନ୍ତି” (ଦେଖ: [[rc:///ta/man/translate/figs-metaphor]]ଏବଂ[[rc:///ta/man/translate/figs-synecdoche]])

for a show they pray at length

ସେମାନେ ଧାର୍ମିକ ଦେଖାଯିବା ପରି ଛଳନା କରନ୍ତି ଏବଂ ଲମ୍ବା ପ୍ରାର୍ଥନା କରନ୍ତି ବା “ସେମାନେ ଲମ୍ବା ପ୍ରାର୍ଥନା କରନ୍ତି, ଯେପରି ଲୋକମାନେ ସେମାନଙ୍କୁ ଦେଖିବେ”

These will receive greater condemnation

ସେମାନେ ଅଧିକ କଠୋର ଦଣ୍ଡ ପାଇବେ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଈଶ୍ୱର ନିଶ୍ଚିତ ଭାବରେ ସେମାନଙ୍କୁ ଅତି କଠୋର ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-activepassive)