or_tn_old/luk/20/34.md

1.2 KiB

Connecting Statement:

ଯୀଶୁ ସାଦ୍ଦୁକୀମାନଙ୍କୁ ଉତ୍ତର ଦେବା ଆରମ୍ଭ କରନ୍ତି

The sons of this age

ଏହି ଜଗତର ଲୋକମାନେ ବା “ଏହି ଯୁଗର ଲୋକମାନେ I” ଯେଉଁମାନେ ସ୍ୱର୍ଗରେ ଅଛନ୍ତି ତାହା ସହିତ ଯେଉଁ ଲୋକମାନେ ପୁନରୁତ୍ଥାନ ପରେ ଜୀବିତ ହେବେ ଏହା ସେମାନଙ୍କର ବୈଷମ୍ୟ ପ୍ରକାଶ କରେ I

marry and are given in marriage

ସେହି ସଂସ୍କୃତିରେ ସେମାନେ କହୁଥିଲେ ଯେ ପୁରୁଷମାନେ ସ୍ତ୍ରୀମାନଙ୍କୁ ବିବାହ କରୁଥିଲେ ଏବଂ ସ୍ତ୍ରୀମାନଙ୍କୁ ବିବାହ ନିମନ୍ତେ ସେମାନଙ୍କ ସ୍ୱାମୀମାନଙ୍କୁ ଦିଆଯାଉଥିଲା I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରି ହେବ I ବିକଳ୍ପ ଅନୁବାଦ: “ବିବାହିତ ହେବା”(ଦେଖ: rc://*/ta/man/translate/figs-explicit)