or_tn_old/luk/20/27.md

1.1 KiB

General Information:

ଆମ୍ଭେମାନେ ଜାଣିନାହୁଁ ଯେ କେଉଁ ସ୍ଥାନରେ ଏହା ଘଟିଲା, ଯଦିଓ ସମ୍ଭବତଃ, ଏହା ମନ୍ଦିରର ପ୍ରାଙ୍ଗଣରେ ଘଟିଲା I ଯୀଶୁ କେତେକ ସାଦ୍ଦୁକୀମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି I

the ones who say that there is no resurrection

ଏହି ବାକ୍ୟାଂଶ ସାଦ୍ଦୁକୀମାନଙ୍କୁ ଯିହୂଦୀମାନଙ୍କର ଏକ ଦଳଭାବରେ ଉଲ୍ଲେଖ କରେ, ଯେଉଁମାନେ କହନ୍ତି ଯେ ମୃତମାନଙ୍କ ମଧ୍ୟରୁ କେହି ଉତ୍ଥିତ ହେବେ ନାହିଁ I ଏହା ସୂଚାଏ ନାହିଁ ଯେ କେତେକ ସାଦ୍ଦୁକୀମାନେ ପୁନରୁତ୍ଥାନ ରହିଛି ବୋଲି ବିଶ୍ୱାସ କରୁଥିଲେ ଓ ଅନ୍ୟ କେତେକ ତାହା ବିଶ୍ୱାସ କରୁ ନ ଥିଲେ I (ଦେଖ: rc://*/ta/man/translate/figs-distinguish)