or_tn_old/luk/19/45.md

1.3 KiB

Connecting Statement:

ଏହା କାହାଣୀର ଏହି ଭାଗରେ ପରବର୍ତ୍ତୀ ଘଟଣା ଅଟେ I ଯୀଶୁ ଯିରୂଶାଲମରେ ମନ୍ଦିରରେ ପ୍ରବେଶ କଲେ I

Then entering into the temple

ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ମନେ କରିପାର ଯେ ସେ ପ୍ରଥମେ ଯିରୁଶାଲମରେ ପ୍ରବେଶ କଲେ, ଯେଉଁଠାରେ ମନ୍ଦିର ଅବସ୍ଥିତ ଥିଲା I ବିକଳ୍ପ ଅନୁବାଦ: “ଯୀଶୁ ଯିରୁଶାଲମରେ ପ୍ରବେଶ କଲେ, ଏବଂ ତା’ପରେ ମନ୍ଦିର ପ୍ରାଙ୍ଗଣକୁ ଗଲେ” (ଦେଖ: rc://*/ta/man/translate/figs-explicit)

entered the temple

କେବଳ ଯାଜକମାନେ ମନ୍ଦିର ପ୍ରାଙ୍ଗଣକୁ ପ୍ରବେଶ କରିବାକୁ ଅନୁମତି ପାଉଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣ ଭିତରକୁ ଗଲେ” (ଦେଖ: rc://*/ta/man/translate/figs-explicit)

to cast out

ଫୋପାଡି ଦେଲେ ବା “ବାହାରକୁ ଯିବା ପାଇଁ ବାଧ୍ୟ କଲେ”