or_tn_old/luk/19/24.md

1.2 KiB

Connecting Statement:

ଲୂକ 19:1-2ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି

he said

କୁଳୀନ ଲୋକ ଜଣେ ରାଜା ହୋଇ ସାରିଥିଲେ I ଲକ୍ଷ୍ୟ କର ଯେ ଲୂକ 19:12ରେ ତୁମେ ଏହାକୁ କିପରି ଅନୁବାଦ କରିଛ I

to those who were standing by

ଯେଉଁ ଲୋକମାନେ ସେମାନଙ୍କ ପାଖରେ ଠିଆ ହୋଇଥିଲେ

the mina

ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା I ଲକ୍ଷ୍ୟ କର ଯେ ଲୂକ19 :13ରେ ତୁମେ ଏହାକୁ କିପରି ଅନୁବାଦ କରିଛ I (ଦେଖ: rc://*/ta/man/translate/translate-bweight)