or_tn_old/luk/19/15.md

1.0 KiB

Now it happened that

କାହାଣୀରେ ଏକ ମହତ୍ତ୍ଵପୂର୍ଣ୍ଣ ଘଟଣାକୁ ଚିହ୍ନିତ କରିବା ପାଇଁ ଏହି ବାକ୍ୟାଂଶ ଏଠାରେ ବ୍ୟବହୃତ ହୋଇଅଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ ଏକ ଶୈଳୀ ରହିଛି, ତେବେ ତୁମେ ତାହାକୁ ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାର I

having received the kingdom

ସେ ରାଜା ହେବା ପରେ

be called to him

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କ ନିକଟକୁ ଆସିବା” (ଦେଖ: rc://*/ta/man/translate/figs-activepassive)

what profit they had made

ସେମାନେ କେତେ ପରିମାଣର ଅର୍ଥ ଉପାର୍ଜନ କରିଛନ୍ତି