or_tn_old/luk/18/42.md

1.1 KiB

Receive your sight

ଏହା ଏକ ଆଦେଶ ଅଟେ, କିନ୍ତୁ ଯୀଶୁ ସେହି ଅନ୍ଧ ଲୋକକୁ କିଛି କରିବା ନିମନ୍ତେ ଆଦେଶ ଦେଉନାହାନ୍ତି I ଯୀଶୁ ଏହି ଅନ୍ଧ ଲୋକକୁ ସୁସ୍ଥ ହେବା ନିମନ୍ତେ ଆଜ୍ଞା ଦେଇ ସୁସ୍ଥ କରୁଛନ୍ତି I ବିକଳ୍ପ ଅନୁବାଦ: “ବର୍ତ୍ତମାନ ତୁମେ ତୁମର ଦୃଷ୍ଟିଶକ୍ତି ପାଇବ” (ଦେଖ: rc://*/ta/man/translate/figs-imperative)

Your faith has healed you

ଏହି ଶବ୍ଦଗୁଡିକ ଏକ ଲକ୍ଷଣ ସୂଚକ ବାକ୍ୟ ଅଟେ I ସେହି ଲୋକର ବିଶ୍ୱାସ ହେତୁ ଯୀଶୁ ସେହି ଲୋକକୁ ସୁସ୍ଥ କଲେ I ବିକଳ୍ପ ଅନୁବାଦ: “ମୁଁ ତୁମକୁ ସୁସ୍ଥ କରିଛି କାରଣ ତୁମେ ମୋ’ଠାରେ ବିଶ୍ୱାସ କରିଛ” (ଦେଖ: rc://*/ta/man/translate/figs-metonymy)