or_tn_old/luk/18/32.md

1.2 KiB

For he will be handed over to the Gentiles

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯିହୂଦୀୟ ନେତାମାନେ ତାଙ୍କୁ ବିଜାତୀୟମାନଙ୍କ ହସ୍ତରେ ସମର୍ପଣ କରିବେ” (ଦେଖ: rc://*/ta/man/translate/figs-activepassive)

he will be handed over

ଯୀଶୁ ନିଜକୁ “ମନୁଷ୍ୟପୁତ୍ର” ବୋଲି କହନ୍ତି I ବିକଳ୍ପ ଅନୁବାଦ: “ଆମ୍ଭେ“ (ଦେଖ: rc://*/ta/man/translate/figs-123person)

will be mocked, and shamefully treated, and spit upon

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: ସେମାନେ ତାଙ୍କୁ ପରିହାସ କରିବେ, ତାଙ୍କୁ ଲଜ୍ଜାଜନକ ଭାବରେ ବ୍ୟବହାର କରିବେ ଏବଂ ତାଙ୍କ ଉପରେ ଛେପ ପକାଇବେ” (ଦେଖ: rc://*/ta/man/translate/figs-activepassive)