or_tn_old/luk/18/09.md

1006 B

General Information:

ଯୀଶୁ ଅନ୍ୟ କେତେକ ଲୋକମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ, ଯେଉଁ ଲୋକମାନେ ପ୍ରବର୍ତ୍ତିତ ହୋଇଥିଲେ ଯେ ସେମାନେ ସ୍ୱୟଂ ଧାମିକ ଅଟନ୍ତି I (ଦେଖ: rc://*/ta/man/translate/figs-parables)

Then he spoke

ତା’ପରେ ଯୀଶୁ

to some

କିଛି ଲୋକମାନଙ୍କୁ

who were persuaded in themselves that they were righteous

ଯେଉଁମାନେ ଆପଣାମାନଙ୍କୁ ମନେ ମନେ ଧାରଣା ଦେଇଥିଲେ ଯେ ସେମାନେ ଧାର୍ମିକ ଅଟନ୍ତି ବା “ଯେଉଁମାନେ ଭାବୁଥିଲେ ଯେ ସେମାନେ ଧାର୍ମିକ ଅଟନ୍ତି”

who despised

ଦୃଢ଼ ଭାବରେ ନାପସନ୍ଦ କଲେ କିମ୍ବା ଘୃଣା କଲେ