or_tn_old/luk/18/03.md

1.7 KiB

Now there was a widow

କାହାଣୀରେ ଏକ ନୂତନ ଚରିତ୍ରକୁ ପରିଚିତ କରିବା ପାଇଁ ଯୀଶୁ ଏହି ବାକ୍ୟାଂଶ ବ୍ୟବହାର କରନ୍ତି I ( ଦେଖ:rc://*/ta/man/translate/writing-participants)

a widow

ଜଣେ ବିଧବା ଏକ ସ୍ତ୍ରୀଲୋକ ଅଟେ ଯାହାର ସ୍ବାମୀର ମୃତ୍ୟୁ ହୋଇଛି ଏବଂ ସେ ପୂନଃବିବାହ କରିନାହିଁ I ଯୀଶୁଙ୍କର ଶ୍ରୋତାମାନେ ହୁଏତ ତାହା ବିଷୟରେ ଏପରି ଭାବୁଥାଇ ପାରନ୍ତି ଯେ ତାହାର ଅନିଷ୍ଟ କରିବା ନିମନ୍ତେ ଚାହୁଁଥିବା ଲୋକମାନଙ୍କଠାରୁ ତାହାକୁ ସୁରକ୍ଷା ଦେବା ନିମନ୍ତେ ତାହାର କେହି ନାହିଁ I

she came often to him

ତାଙ୍କୁ"" ଶବ୍ଦ ବିଚାରକର୍ତ୍ତାଙ୍କୁ ବୁଝାଏ

Give justice to me against

ସେମାନଙ୍କ ବିରୁଦ୍ଧରେ ମୋତେ ନ୍ୟାୟ ପ୍ରଦାନ କର

my opponent

ମୋର ଶତୃ ବା “ମୋର କ୍ଷତି କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି I” ଏହା ବିଚାରାଳୟରେ ଥିବା ଜଣେ ବିପକ୍ଷ ଅଟେ I ଏହା ସ୍ପଷ୍ଟ ନୁହେଁ ଯେ ସେହି ବିଧବା ଜଣକ ସେହି ଲୋକ ବିରୁଦ୍ଧରେ ନାଲିସ କରୁଛି କିମ୍ବା ସେହି ଲୋକ ବିଧବାର ବିରୁଦ୍ଧରେ ନାଲିସ୍ କରୁଛି I