or_tn_old/luk/17/32.md

670 B

Remember Lot's wife

ଲୋଟଙ୍କର ସ୍ତ୍ରୀଙ୍କ ପ୍ରତି ଯାହା ଘଟିଲା ତାହା ସ୍ମରଣ କର I ଏହା ଏକ ଚେତାବନୀ ଅଟେ I ସେ ସଦୋମ ଆଡକୁ ଫେରି ଅନେଇଲେ ଏବଂ ଈଶ୍ୱର ତାଙ୍କୁ ସଦୋମର ଲୋକମାନଙ୍କ ସହିତ ଦଣ୍ଡ ଦେଲେ I ବିକଳ୍ପ ଅନୁବାଦ: “ଲୋଟଙ୍କ ସ୍ତ୍ରୀ ଯେପରି କଲେ ତୁମେ ସେପରି କର ନାହିଁ” (ଦେଖ: [[rc:///ta/man/translate/figs-ellipsis]] ଏବଂ [[rc:///ta/man/translate/figs-explicit]])