or_tn_old/luk/17/27.md

1.3 KiB

They were eating, they were drinking, they were marrying, they were giving in marriage

ଲୋକମାନେ ସାଧାରଣ ବିଷୟଗୁଡିକ କରୁଥିଲେ I ସେମାନେ ଜାଣି ନ ଥିଲେ ବା ମନଯୋଗ କରୁ ନ ଥିଲେ ଯେ ଈଶ୍ୱର ଶୀଘ୍ର ସେମାନଙ୍କର ବିଚାର କରିବାକୁ ଯାଉଛନ୍ତି I

they were giving in marriage

ଏହାକୁ ସକ୍ରିୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପିତାମାତାମାନେ ସେମାନଙ୍କର କନ୍ୟାମାନଙ୍କୁ ପୁରୁଷମାନଙ୍କ ସହିତ ବିବାହ କରିବା ନିମନ୍ତେ ଅନୁମତି ଦେଉଥିଲେ” (ଦେଖ: rc://*/ta/man/translate/figs-activepassive)

the ark

ଜାହାଜ ବା “ମାଲବାହୀ ଲମ୍ବା ନୌକା”

destroyed them all

ଏହା ଜାହାଜରେ ଥିବା ନୋହ ଏବଂ ତାଙ୍କ ପରିବାରକୁ ଅନ୍ତର୍ଭୁକ୍ତ କରେ ନାହିଁ I ବିକଳ୍ପ ଅନୁବାଦ: “ଯେଉଁମାନେ ନୌକାରେ ନ ଥିଲେ ସେସମସ୍ତଙ୍କୁ ଧ୍ଵଂସ କଲା”