or_tn_old/luk/16/23.md

913 B

at his side

ଏହା ସୂଚାଏ ଯେ ଗ୍ରୀକ୍ ଶୈଳୀର ଉତ୍ସବରେ ଯେପରି ଦେଖାଯାଏ ସେହିପରି ଅବ୍ରହାମ ଏବଂ ଲାଜାର ପରସ୍ପର ଆଡ଼କୁ ଆଉଜି ପଡୁଥିଲେ I ଅନେକ ସମୟରେ ସ୍ୱର୍ଗରେ ଆନନ୍ଦ କରିବା ଶାସ୍ତ୍ର ଅନୁସାରେ ଏକ ଉତ୍ସବ ପାଳନର ଚିନ୍ତାଧାରାକୁ ପ୍ରକାଶ କରେ I (ଦେଖ: rc://*/ta/man/translate/figs-explicit)

in Hades, being in torment

ସେ ନର୍କକୁ ଗଲା ଯେଉଁଠାରେ ଭୟଙ୍କର ଯନ୍ତ୍ରଣାରେ କଷ୍ଟ ପାଉଥିଲା

he lifted up his eyes

ଏହି ଋଢ଼ିର ଅର୍ଥ “ସେ ଉପରକୁ ଅନାଇଲା” (ଦେଖ: rc://*/ta/man/translate/figs-idiom)