1.3 KiB
1.3 KiB
a certain poor man named Lazarus was laid at his gate
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ଲୋକମାନେ ଲାଜାର ନାମକ ଏକ ଭିକାରୀକୁ ତାହାର ଫାଟକ ପାଖରେ ରଖିଥିଲେ I (ଦେଖ: [[rc:///ta/man/translate/figs-activepassive]] ଏବଂ [[rc:///ta/man/translate/translate-names]] )
a certain poor man named Lazarus
ଏହି ବାକ୍ୟାଂଶ ଯୀଶୁଙ୍କ କାହାଣୀରେ ଏକ ନୂତନ ବ୍ୟକ୍ତିକୁ ପରିଚିତ କରାଏ I ଏହା ସ୍ପଷ୍ଟ ହୋଇନାହିଁ ଯେ ଏ ଜଣେ ବାସ୍ତବ ବ୍ୟକ୍ତି ଥିଲେ ବା ଯୀଶୁ କୌଣସି ବିଷୟକୁ ଗୁରୁତ୍ବ ଦେବା ପାଇଁ କହୁଥିବା କାହାଣୀର ଏହା କେବଳ ଏକ ବ୍ୟକ୍ତି ଅଟେ I (ଦେଖ: rc://*/ta/man/translate/writing-participants)
at his gate
ଧନୀ ଲୋକର ଫାଟକ ନିକଟରେ ବା “ଧନୀ ଲୋକର ସମ୍ପତ୍ତିର ପ୍ରବେଶ ଦ୍ୱାର ପାଖରେ”
covered with sores
ତାହାର ଶରୀରର ସର୍ବତ୍ର ଘାଆସବୁ ସହିତ