or_tn_old/luk/16/03.md

1.1 KiB

What should I do ... the management job from me?

ନିଜର ଅନ୍ୟ ମନୋନୟନର ବିଷୟଗୁଡିକ ସମୀକ୍ଷା କରିବା ମାଧ୍ୟମ ଭାବରେ ସେହି ବେବର୍ତ୍ତା ନିଜ ସମ୍ପର୍କରେ ଏହି ପ୍ରଶ୍ନ ପଚାରିଲା I ବିକଳ୍ପ ଅନୁବାଦ: “ମୁଁ କଅଣ କରିବା ଉଚିତ ସେସମ୍ପର୍କରେ ମୁଁ ଚିନ୍ତା କରିବା ଆବଶ୍ୟକ ଅଟେ ...ଚାକିରୀ” (ଦେଖ: rc://*/ta/man/translate/figs-rquestion)

my master

ଏହା ସେହି ଧନୀଲୋକକୁ ସୂଚାଏ I ସେହି ବେବର୍ତ୍ତା ଜଣେ କ୍ରୀତଦାସ ନ ଥିଲା I ବିକଳ୍ପ ଅନୁବାଦ: “ମୋ’ର ମାଲିକ”

I am not strong enough to dig

ମୁଁ ମାଟି ହାଣିବାକୁ ଯଥେଷ୍ଟ ବଳବାନ୍ ନୁହେଁ ବା “ମୁଁ ଖୋଳିବା ପାଇଁ ଯୋଗ୍ୟ ନୁହେଁ”