or_tn_old/luk/15/16.md

898 B

He was longing to eat

ସେ ଯେପରି ଖାଇ ପାରିବ ସେଥିପାଇଁ ବହୁତ ବାଞ୍ଛା କରୁଥିଲା I ଏହା ବୁଝାପଡେ ଯେ ସେ ଅତିଶୟ ଭୋକିଲା ଥିବାରୁ ଏପରି ହେଲା I ଏହାକୁ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଏତେଦୂର ଭୋକିଲା ଥିଲା ଯେ ସେ ଖୁସିରେ ଖାଇପାରିଥାଆନ୍ତା” (ଦେଖ: rc://*/ta/man/translate/figs-explicit)

carob pods

ସେଗୁଡିକ ଶିମର ଚୋପା ଥିଲା ଯାହା ସବୁଜ ଶିମ ଗଛରେ ଜାତ ହୁଏ I ବିକଳ୍ପ ଅନୁବାଦ: “ମଟର ଚୋପା” ବା “ଶିମ ଚୋପା” (ଦେଖ: rc://*/ta/man/translate/translate-unknown)